ସାଂସଦ ବୈଜୟନ୍ତଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲା: ଏହି ମାମଲାକୁ ନବୀନ ପଟ୍ଟନାୟକଙ୍କୁ ଟାଣିଲେ କେନ୍ଦ୍ରାପଡ଼ାର କିଛି ଲୋକ, ନବୀନଙ୍କୁ ପକ୍ଷଭୁକ୍ତ କରିବାକୁ ଟାଉନ୍ ଥାନାରେ ଲିଖିତ ଆବେଦନ, ବୈଜୟନ୍ତଙ୍କୁ ନବୀନ ୨ ଥର ନିଜ ସ୍ୱାକ୍ଷରରେ ଦଳୀୟ ଟିକେଟ ଦେଇଛନ୍ତି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।