ସୋର: ବେଙ୍ଗାଲୁରୁରେ କାମ କରିବା ବେଳେ ଗ୍ୟାସ୍‌ ନିଆଁରେ ପୋଡ଼ି ଯାଇଥିବା ବାପା, ପୁଅ ଓ ଝିଅର ମୃତଦେହ ବାହାନଗା ବ୍ଲକ୍‌ ଷଠି ଗାଁରେ ପହଞ୍ଚିଲା