ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗଦେବେ, ପୁରୀରେ ମହିଳା ମୋର୍ଚ୍ଚାର ଆଜିଠାରୁ ୨ ଦିନିଆ କାର୍ଯ୍ୟକାରିଣୀ ବୈଠକ ହେଉଛି