ହିନ୍ଦୋଳ, ଅତାବିରା, ନୂଆପଡ଼ା NAC ନିର୍ବାଚନ ନେଇ ଖୁବ ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି, ରାଜ୍ୟ ନିର୍ବାଚନ କମିଶନର ନବ କୁମାର ନାୟକଙ୍କ ସୂଚନା