୨୦୧୫ରେ ପୁରୀ ପାସେଞ୍ଜର ଟ୍ରେନରୁ ଡକାୟତି ମାମଲା: ଡକାୟତି ବେଳେ ଆହତ ହୋଇଥିବା ୧୭ ଯାତ୍ରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ