୨୦ କୋଟି ଟଙ୍କା GST ଠକେଇ ମାମଲାରେ ରାଉରକେଲାରୁ ୨ ଜଣ ବ୍ୟବସାୟୀ ଗିରଫ ହୋଇଛନ୍ତି, ସେମାନେ ହେଲେ ନାରାୟଣ ଖୈତାନ ଓ ସଞ୍ଜିତ ସିଂହ, ଉଭୟଙ୍କ ଜାମିନ ନାମଞ୍ଜୁର ହେବା ପରେ ଜେଲ୍ ହାଜତ୍କୁ ପଠାଇ ଦିଆଯାଇଛି Edited By OdishaReporter Bureau | By M P On Oct 12, 2018 Share ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।