ଅନୁଗୋଳ: କିଶୋରନଗର ଥାନା ବରପଦର ଗାଁରେ ବାପା, ମାଆଙ୍କୁ ହାତୁଡ଼ିରେ ପିଟି ମାରିଦେଲା ପୁଅ, ସ୍ତ୍ରୀକୁ ଆକ୍ରମଣ ବେଳେ ଅଟକାଇବାରୁ ଉଭୟଙ୍କୁ ନିର୍ମମ ହତ୍ୟା, ଅଭିଯୁକ୍ତ ପୁଅ ଦୁଃଖୀଶ୍ୟାମ ବଘାର ଅଟକ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।