ସୋର: ବିବାହର ପ୍ରତିଶ୍ରୁତି ଦେଇ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରର ଜଣେ ଯୁବକ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ, ଯୁବତୀ ଦୁଇଥର ଗର୍ଭପାତ କରିଛନ୍ତି,ପ୍ରତାରଣା କରି ଯୁବକ ଅନ୍ୟତ୍ର ବାହା ହେଉଛନ୍ତି,୧୮ତାରିଖରେ ତାଙ୍କ ବାହାଘର ସୂଚନା