ବାରିପଦା:ବୈଶିଙ୍ଗା ଥାନା ପାଟପୁର ଜଙ୍ଗଲରେ ଗଛରୁ କନ୍‌ଷ୍ଟେବଲ ଗଣେଶ୍ୱର ମାରାଣ୍ଡିଙ୍କ ଝୁଲନ୍ତା ମୃତଦେହ ଠାବ, ନିଲମ୍ବନ ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ