ବାରିପଦା: ବେତନଟୀ ଗରୁଡ଼ବସା ଗାଁ ଜଙ୍ଗଲ ଭିତରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ନାବାଳିକା ଜଣଙ୍କ ରଜରେ ବୁଲିବାକୁ ଯାଇ କାଲିଠୁ ନିଖୋଜ ଥିଲେ;ଗାଁର ଜଣେ ଯୁବକ ନାବାଳିକାଙ୍କୁ ବୁଲାଇ ନେଇ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ, ଯୁବକ ଅଟକ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।