ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ମିଳିବା ପ୍ରସଙ୍ଗ: ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ କହିଲେ- ଅରିଜିନାଲ ଚାବି ଦେଖିଲେ ଡୁପ୍ଲିକେଟ କରିହେବ,ଅରିଜିନାଲ ଚାବି ହଜିଥିଲେ, ଡୁପ୍ଲିକେଟ ଆସିବ କେଉଁଠୁ