ଆୟୁଷ୍ମାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନେଇ ବିଜେଡିର ସଫେଇ: ଦଳ କହିଲା- ଆୟୁଷ୍ମାନ ଯୋଜନା ପାଇଁ ରାଜ୍ୟର ଦାବି କେନ୍ଦ୍ର ଅଗ୍ରାହ୍ୟ କରିଛି, ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦେଇଛନ୍ତି, ଯଦି ଚାହୁଁଛନ୍ତି, ନିଜସ୍ୱ ଯୋଜନା କରନ୍ତୁ ବୋଲି କହିଛନ୍ତି, ଆମେ ଯେଉଁ ଆଶଙ୍କା କରୁଥିଲୁ ତାହା ସତ୍ୟରେ ପରିଣତ ହୋଇଛି Edited By OdishaReporter Bureau | By R M On Jun 17, 2018 Share ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।