ଆୟୁଷ୍ମାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନେଇ ବିଜେଡିର ସଫେଇ: ଦଳ କହିଲା- ଆୟୁଷ୍ମାନ ଯୋଜନା ପାଇଁ ରାଜ୍ୟର ଦାବି କେନ୍ଦ୍ର ଅଗ୍ରାହ୍ୟ କରିଛି, ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦେଇଛନ୍ତି, ଯଦି ଚାହୁଁଛନ୍ତି, ନିଜସ୍ୱ ଯୋଜନା କରନ୍ତୁ ବୋଲି କହିଛନ୍ତି, ଆମେ ଯେଉଁ ଆଶଙ୍କା କରୁଥିଲୁ ତାହା ସତ୍ୟରେ ପରିଣତ ହୋଇଛି