ଗଞ୍ଜାମ ଏସ୍‌ପିଙ୍କୁ ଟାର୍ଗେଟ୍‌ କରି ବିଜେପି ନେତା ପୀତାମ୍ୱର ଆଚାର୍ଯ୍ୟ କହିଲେ-କୁରେଶୁ ଗୌଡ଼ ହତ୍ୟାରେ ସଂପୃକ୍ତ ଅଭିଯୁକ୍ତଙ୍କ ସହ ନେତାଙ୍କ ସମ୍ପର୍କ ରହିଛି