ବାସୁଦେବପୁର: ଧାମରାରୁ ବାସୁଦେବପୁର ଯାଉଥିବା ଏକ ବସ୍‌ ମନ୍ଦାରୀ ଛକରେ ଦୁର୍ଘଟଣାଗ୍ରସ୍ତ, ୮ ଗୁରୁତର, ଏକ କାରକୁ ସାଇଡ୍ ଦେବାକୁ ଯାଇ ଗଛରେ ପିଟି ହୋଇଗଲା