ମଝି ଚିଲିକାରେ ଡଙ୍ଗା ବୁଡ଼ି ଘଟଣା: ସରିଲା ଉଦ୍ଧାର କାର୍ଯ୍ୟ; ସମସ୍ତ ୬ ମୃତଦେହକୁ ଉଦ୍ଧାର କଲେ ଉଦ୍ଧାରକାରୀ ଟିମ୍, ଆଜି ଚିଲିକା ଭିତରୁ ଜଣେ ମହିଳା, ୨ ଯୁବତୀ, ଜଣେ ଶିଶୁପୁତ୍ର ମୃତଦେହ ଉଦ୍ଧାର, ଗତକାଲି ୨ଟି ମୃତଦେହ ଉଦ୍ଧାର ହୋଇଥିଲା, କାଲି ହଠାତ୍ ବର୍ଷାପବନ ଆସିବାରୁ ବୁଡ଼ି ଯାଇଥିଲା ଡଙ୍ଗା Edited By OdishaReporter Bureau | By R M On Jun 17, 2018 Share ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।