ମଝି ଚିଲିକାରେ ଡଙ୍ଗା ବୁଡ଼ି ଘଟଣା: ସରିଲା ଉଦ୍ଧାର କାର୍ଯ୍ୟ; ସମସ୍ତ ୬ ମୃତଦେହକୁ ଉଦ୍ଧାର କଲେ ଉଦ୍ଧାରକାରୀ ଟିମ୍, ଆଜି ଚିଲିକା ଭିତରୁ ଜଣେ ମହିଳା, ୨ ଯୁବତୀ, ଜଣେ ଶିଶୁପୁତ୍ର ମୃତଦେହ ଉଦ୍ଧାର, ଗତକାଲି ୨ଟି ମୃତଦେହ ଉଦ୍ଧାର ହୋଇଥିଲା, କାଲି ହଠାତ୍ ବର୍ଷାପବନ ଆସିବାରୁ ବୁଡ଼ି ଯାଇଥିଲା ଡଙ୍ଗା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।