ମଝି ଚିଲିକାରେ ଡଙ୍ଗା ବୁଡ଼ି ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି; ଆଜି ୩ ଜଣଙ୍କ ମୃତଦେହ ଉଦ୍ଧାର, ଆଉ ଜଣେ ନିଖୋଜ ଥିବା ସୂଚନା, ସର୍ଚ୍ଚ ଅପରେସନ ଜାରି, ୫୦ ଅଗ୍ନିଶମ କର୍ମଚାରୀ ନିୟୋଜିତ, ଗତକାଲି ହଠାତ୍ ବର୍ଷାପବନ ଆସିବାରୁ ବୁଡ଼ି ଯାଇଥିଲା ଡଙ୍ଗା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।