ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ଚିଟଫଣ୍ଡ ତଦନ୍ତ ଅଗ୍ରଗତିର ସମୀକ୍ଷା କରୁଛନ୍ତି ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା, ବୈଠକରେ ସିବିଆଇ ଏସ୍‌ପି ଏବଂ ତଦନ୍ତ ଅଧିକାରୀମାନେ ସାମିଲ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।