ୱାନ୍ ମ୍ୟାନ୍-ୱାନ୍ ପୋଷ୍ଟ ନେଇ ଟ୍ୱିଟ୍ ଯୋଗେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ପଷ୍ଟୋକ୍ତି: କହିଲେ- ଏକ ସମୟରେ ୨ଟି ପଦବୀରେ ଜଣେ ରହିପାରିବେନି, ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ଦଳୀୟ ଟିକେଟ ଦିଆଯିବ; ଯୁବକ, ମହିଳା ଏବଂ ନୂଆ ମୁହଁକୁ ବିଶେଷ ଗୁରୁତ୍ୱ ଦିଆଯିବ