ଝାରସୁଗୁଡ଼ା: ଚିକିତ୍ସା ପାଇଁ ବୁର୍ଲା ନେଲାବେଳେ ମୃତ ଭାବି ଶ୍ରମିକଙ୍କୁ ରମ୍ପେଲା ପୋଲ ତଳକୁ ଫିଙ୍ଗିଦେଲେ; ୫ ଅଭିଯୁକ୍ତ ବନହରପାଲି ଥାନାରେ ଅଟକ, କାଲି ଓପିଜିସି ପ୍ଲାଣ୍ଟରେ ଦୁର୍ଘଟଣାରେ ଶ୍ରମିକ ଗୁରୁତର ହୋଇଥିଲେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।