କେନ୍ଦ୍ରାପଡ଼ା: ଦୁବାଇରେ ଓଡ଼ିଆ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ ଶ୍ରମିକ ଜମ୍ବୁ ଥାନା ଭାଟେଣୀ ଗାଁର ଶ୍ରୀବିନ୍ଦୁ ମାଇତି,୧୦ ଦିନ ତଳେ ଦୁବାଇ ଯାଇଥିଲେ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ