ପଟ୍ଟାମୁଣ୍ଡାଇ: ପେଣ୍ଠ ବେଳାଭୂମିରେ କଲେଜ ଛାତ୍ରୀଙ୍କ ଫଟୋ ଭାଇରାଲ୍ ଅଭିଯୋଗ,ପହିଲି ରଜରେ ଛାତ୍ରୀ ଓ ଜଣେ ଯୁବକ ବେଳାଭୂମି ବୁଲିଯାଇଥିଲେ;ଏକୁଟିଆ ଦେଖି ଛାତ୍ରୀଙ୍କ ଡ୍ରେସ୍ ଚିରି ଟଣାଓଟରା ସହ ଯୁବକଙ୍କୁ ମାଡ଼ ମାରିଥିଲେ ଓ ଗାଡ଼ି ଓ ମୋବାଇଲ ଛଡ଼ାଇ ନେଇଥିଲେ କିଛି ଯୁବକ