ଖୋର୍ଦ୍ଧା: ଚିଲିକାରେ ତୁରନ୍ତ ବୋଟ୍ ଚଳାଚଳ ଲାଗି ଅନୁମତି ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୋଟର ବୋଟ୍ ସଂଘର ଧାରଣା; ଧାରଣାରେ ଚିଲିକାର ୩ଟି ମୋଟର ବୋଟ୍ ସଂଘ ସାମିଲ, ଚିଲିକାରେ ଡଙ୍ଗା ବୁଡ଼ି ୬ ଜଣଙ୍କ ମୃତ୍ୟୁ ପରେ ବନ୍ଦ ରହିଛି ବୋଟ୍‌ ଚଳାଚଳ

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More