ଲମତାପୁଟ୍: ମାଛକୁଣ୍ଡ ଜଳଭଣ୍ଡାରର ୫ଟା ଗେଟ୍ ଖୋଲାଗଲା, ମୋଟ୍ ୮ଟି ଗେଟ୍‌ରୁ ୫ଟି ଗେଟ୍ ଖୋଲିଲେ ଜଳଭଣ୍ଡାର କର୍ତ୍ତୃପକ୍ଷ, ଡ୍ୟାମ୍‌ରୁ ୧୮ ହଜାର କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।