ରତ୍ନଭଣ୍ଡାର ଚାବି ମିଳିଥିବା ସୂଚନା ଦେଲେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ: କହିଲେ- ଜିଲ୍ଲା ରେକର୍ଡ ରୁମ୍ ଲକରରୁ ମିଳିଲା ଡୁପ୍ଲିକେଟ୍ ଚାବି, ରେକର୍ଡ ରୁମ୍ ଲକରରେ ଥିବା ଏକ ଲଫାପାରୁ ମିଳିଲା, ୪ ଜଣିଆ ଟିମ୍, ୫ ଦିନ ହେଲା ଚାବି ଖୋଜୁଥିଲେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।