ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ମିଳିବା ପରେ ଘନେଇଲା ରହସ୍ୟ: ଦଇତାପତି ନିଯୋଗ ସହ ସମ୍ପାଦକ ବିନାୟକ ଦାସମହାପାତ୍ର କହିଲେ- ଡୁପ୍ଲିକେଟ ଚାବି ମିଳିବା ଆଶ୍ଚର୍ଯ୍ୟର କଥା, ସନ୍ଦେହ ସୃଷ୍ଟି ହେଉଛି, କୋଷାଗାରରେ ରହିବା କଥା, ରେକର୍ଡ଼ ରୁମ୍‌ରୁ ବାହାରିଲା କେମିତି ? ଡୁପ୍ଲିକେଟ ଚାବି ଠିକ୍ କି ନୁହଁ, ଚାବି ଫିଟାଇ ମେଳଣ କରାଯାଉ