ରାଉରକେଲା: ଲାଠିକଟା ତହସିଲଦାର ବିଜୟ ବେହେରାଙ୍କୁ ପାଲଲହଡ଼ାରୁ ଗିରଫ କଲା ଭିଜିଲାନ୍ସ ସେଲ୍‌; ୫ ଲକ୍ଷରୁ ଅଧିକ ଟଙ୍କା ଜବତ, ବିଜୟଙ୍କ ସହ ଯାଉଥିବା ଅବସରପ୍ରାପ୍ତ ରାଜସ୍ୱ ସୁପରଭାଇଜର ପ୍ରମୋଦ ବେଉରା ଅଟକ, ଉଭୟ ଏତେ ଟଙ୍କା ନେଇ କୁଆଡ଼େ ଯାଉଥିଲେ ସ୍ପଷ୍ଟ ହୋଇନି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।