ସୁନ୍ଦରଗଡ଼: କୁତ୍ରା ଥାନା ବିଜୁ ଏକ୍ସପ୍ରେସ ୱେ ବଡ଼ପୋଷ ଛକରେ ଦୁର୍ଘଟଣା; ଜଣେ ମହିଳା ମୃତ, ୫ ଆହତ, ଟ୍ରକ ଧକ୍କା ଦେବାରୁ ଏକ ବୋଲେରୋ ଜଣେ ମହିଳାଙ୍କ ଉପରକୁ ମାଡ଼ିଯାଇଥିଲା, କ୍ଷତିପୂରଣ ଦାବିରେ ରାସ୍ତାରୋକ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।