ନିଲମ୍ୱିତ ଡିଏଫ୍‌ଓ ସୁଧାଂଶୁ ମିଶ୍ରଙ୍କ ବେଆଇନ ସମ୍ପତ୍ତି ଆଟାଚ୍ ନେଇ ପ୍ରକ୍ରିୟା ଆରମ୍ଭ,ରେଡ୍ ବେଳେ ତାଙ୍କର ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସମ୍ପତ୍ତି ଠାବ କରାଯାଇଛି