ପୁରୀ:ପୁରୀ ବାସେଳି ସାହିରେ ଥିବା ଓଡିଆ ମଠ ନିକଟରେ ମୃତଦେହ ଉଦ୍ଧାର। ମୃତବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ତାକୁ ପଥରରେ ଚେଛି ହତ୍ୟା କରାଯାଇଥିବା ସନ୍ଦେହ କରଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।