ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ଆସନ୍ତାକାଲି ଠାରୁ ମେକ୍ସିକୋ ଓ କଲମ୍ବିଆ ଗସ୍ତରେ ଯିବ।