ଫୁଲବାଣୀ: ଅର୍ଥତୋଷରପାତ ଅଭିଯୋଗରେ ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତରେ ପୂର୍ବତନ ଭିଏଲଡବ୍ଲ୍ୟୁ କମ୍ୱୁ ପ୍ରସାଦ ଦନ୍ତାଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସକୋର୍ଟ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।