ବରଗଡ଼: ସଡ଼କ ଦୁର୍ଘଟଣାରେ ୪ ମୃତ, ୮ ଆହତ। ମୃତକମାନେ ସମ୍ବଲପୁରର ଚିପିଲିମା ଗାଁର। ବରଗଡ଼ ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।