ବଲାଙ୍ଗୀର :ବଲାଙ୍ଗୀର ପିଏଚଡି ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ,ଜଣ୍ଡିସ ମୁକାବିଲାରେ ପରିଚାଳନାଗତ ତୃଟି ଯୋଗୁ ନିଲମ୍ବିତ କରାଯାଇଥିବା ସୂଚନା,ବଲାଙ୍ଗୀର ଏବେ ସୁଦ୍ଧା ଜଣ୍ଡିସରେ ୩ଜଣଙ୍କର ମୃତ୍ୟୁ ହୋଇଛି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।