ବିୟରଅଫର ପ୍ରାଇସ ବିବାଦ : ଆଜି ହାଇକୋର୍ଟରେ ରାୟ ପ୍ରକାଶ ପାଇବା ସମ୍ଭାବନା, ଅଫର ପ୍ରାଇସକୁ ୧୦ ପ୍ରତିଶତକୁ କମାଇବାକୁ ରାଜ୍ୟ ସରକାରଙ୍କୁ ଅବକାରୀ ବିଭାଗର ପ୍ରସ୍ତାବ