ବ୍ରହ୍ମପୁର: ଗିରଫ ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ଟେଣ୍ଡର ଫିକ୍ସଂ ମାମଲାରେ ଆସିକା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଗଲା, ୫ ଦିନିଆ ରିମାଣ୍ଡ ମାଗିଲା ପୋଲିସ୍