ଭୁବନେଶ୍ୱର: ଆଇସିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି। ବୋର୍ଡର ନିଜସ୍ୱ ୱେବସାଇଟରେ ଫଳ ଉପଲବ୍ଧ ହେଉଛି। ଓଡ଼ିଶାରୁ ଉଭୟ ଶ୍ରେଣୀରେ ପ୍ରାୟ ୧୦ହଜାର ପରୀକ୍ଷାର୍ଥୀ ଥିଲେ। ଦିନ ୧୧ଟା ୪୫ରେ ଏହି ଫଳ ପ୍ରକାଶିତ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।