ଭୁବନେଶ୍ୱର: ଜୟଦେବ ବିହାର ଅଞ୍ଚଳରୁ ଏକ ଘରୁ ଘରୋଇ ବ୍ୟାଙ୍କରେ ଚାକିରି କରୁଥିବା ଜଣେ ଯୁବକଙ୍କ ମୃତ ଦେହ ମିଳିଲା। ପଦୋନ୍ନତୀ ହୋଇଥିଲା। ଆଜି ଯାଇଥାଆନ୍ତେ ନୂତନ କାର୍ଯ୍ୟସ୍ଥଳ ଗୋହାଟୀ। ଘର ଲୋକଙ୍କ ଅଭିଯୋଗ ହତ୍ୟା କରାଯାଇଛି।