ଭୁବନେଶ୍ୱର: ଜୟଦେବ ବିହାର ଅଞ୍ଚଳରୁ ଏକ ଘରୁ ଘରୋଇ ବ୍ୟାଙ୍କରେ ଚାକିରି କରୁଥିବା ଜଣେ ଯୁବକଙ୍କ ମୃତ ଦେହ ମିଳିଲା। ପଦୋନ୍ନତୀ ହୋଇଥିଲା। ଆଜି ଯାଇଥାଆନ୍ତେ ନୂତନ କାର୍ଯ୍ୟସ୍ଥଳ ଗୋହାଟୀ। ଘର ଲୋକଙ୍କ ଅଭିଯୋଗ ହତ୍ୟା କରାଯାଇଛି। Edited By OdishaReporter Bureau | By R M Last updated May 18, 2015 Share ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।