ଭୁବନେଶ୍ୱର ମେୟରଙ୍କ ନାଁରେ ବିବାଦୀୟ ଭିଡିଓ ପ୍ରସଙ୍ଗ: ବୟାନ ରେକର୍ଡ ପାଇଁ କ୍ୟାପିଟାଲ ଥାନାରେ ହାଜର ହେଲେ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଓ ପ୍ରଦୀପ ପାଣ୍ଡେ