ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାନକୀବଲ୍ଲଭ ସ୍ମୃତି ସଂସଦ ସଦସ୍ୟ: ଏକାମ୍ୟ କାନନ,ସଂସ୍କୃତି ବିଶ୍ୱବିଦ୍ୟାଳୟ, ଏୟାରପୋର୍ଟ-ଏଜି ଛକ ରାସ୍ତା ଜେବିଙ୍କ ନାଁରେ କରିବାକୁ ଦାବି