ରାଉଲକେଲା: ବ୍ରାହ୍ମଣୀତରଙ୍ଗ ପୋଲିସ୍ ହାତରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଡକାୟତ ମାଇକେଲ୍, ତା’ଠାରୁ ୫ଟି ବାଇକ, ଗୋଟିଏ ପିସ୍ତଲ, ୨ଟି ଗୁଳି ଓ ସୁନାଗହଣା ଜବତ କରାଯାଇଛି।