ରାଜ୍ୟ ଭିଜିଲାନ୍ସର ଟୋଲଫ୍ରି ନମ୍ବର-୧୦୬୪ ଓ ଫେସବୁକ ପେଜକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ