ରେଭେନ୍ସା ରାଗିଂ ମାମଲା: ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଲେ ଦିବ୍ୟାଙ୍ଗ ଛାତ୍ରୀ, ଡିସିପିଙ୍କୁ ଭେଟି ରାଗିଂ କରିଥିବା ଅନ୍ତେବାସିନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ