ସିବିଏସ୍ଇ ବୋର୍ଡର ନିଜସ୍ୱ ୱେବସାଇଟ ସିବିଏସଇ ଡଟ୍ ଏନଆଇସି ଡଟ ଇନ ଏବଂ ସିବିଏସଇର ଅଫିସିଆଲ ରେଜଲ୍ଟସ ୱେବସାଇଟ ସିବିଏସଇ ରେଜଲଟସ ଡଟ୍ ଏନଆଇସି ଡଟ୍ ଇନରେ ପରୀକ୍ଷାଫଳ ଉପଲବ୍ଧ