ସୂଚନା କମିଶନର ନେଇ ଏଲ ଏନ ପଟ୍ଟନାୟକ ଓ ଶଶିପ୍ରଭା ବିନ୍ଧାଣୀଙ୍କ ନାମ ଚୂଡ଼ାନ୍ତ। ଉଭୟ ନାଁରେ ସହମତି ନାହାନ୍ତି ବିରୋଧୀ ଦଳ ନେତା ନରିସିଂହ ମିଶ୍ର।