୩ଟି ଲାଇମ୍‌ ଷ୍ଟୋନ୍‌ ଓ ଗୋଟିଏ ମାଙ୍ଗାନିଜ୍ ଖଣି ନିଲାମୀ ପାଇଁ ଆଜି ୩ଟା ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇବ: ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି