୬ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଟପିଲା: ଝାରସୁଗୁଡ଼ା ସର୍ବାଧିକ ୪୫.୮, ଟିଟିଲାଗଡ଼ ୪୫.୭. ହୀରାକୁଦ ୪୫.୬, ଭବାନୀପାଟଣା ୪୫.୫, ସମ୍ବଲପୁର ୪୫.୩, ବଲାଙ୍ଗୀର ୪୫.୧