୮ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ; ଟିଟିଲାଗଡ଼ରେ ସର୍ବାଧିକ ୪୭.୬, ହୀରାକୁଦ ୪୬.୬, ସମ୍ବଲପୁର ୪୬.୪, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୪୬ ଡିଗ୍ରୀ