ରାଇରଙ୍ଗପୁର: ମୟୂରଭଞ୍ଜ କୋ-ଅପରେଟିଭ୍ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ, ଅନ୍ୟ ଏକ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ଲୁଟ୍‌