ବାରିପଦା ମେଡିକାଲରେ ପ୍ରସୂତିଙ୍କ ମୃତ୍ୟୁ ଘଟଣା: ସଂପୃକ୍ତ ଡାକ୍ତର ଅଞ୍ଜନ ଖୁଣ୍ଟିଆଙ୍କୁ ଛୁଟିରେ ଯିବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ