ଭୁବନେଶ୍ୱର: ୩୭୦୧ ନୂଆ ଅନୁଦାନପ୍ରାପ୍ତ ସ୍କୁଲ୍ ଶିକ୍ଷକଙ୍କ ଅନୁଦାନ ରାଶିରେ ୧୩.୩୬% ବୃଦ୍ଧି, ବର୍ଦ୍ଧିତ ଅନୁଦାନକୁ ଶିକ୍ଷକ ଓ କର୍ମଚାରୀ ଇପିଏଫ୍ ଆକାରରେ ପାଇବେ